ଆଜିର ଖବର ବିଶ୍ବବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ ବ୍ୟବହାର କରାନଯାଉ : ସ୍ମୃତି ଇରାନୀ ନୂଆଦିଲ୍ଲୀ,06/01: ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହିଂସାକୁ ନେଇ ନିଜର ମତ ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ବିଶ୍ବ ବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ…