Smt Rekha Sharma

ନୂଆଦିଲ୍ଲୀ, ଜାତୀୟ ମହିଳା କମିଶନର ଭାବେ ରେଖା ଶର୍ମାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ଏ ନେଇ ଏକ ଗେଜେଟ ନୋଟିଫିକେସନ ଜାରୀ କରିଛନ୍ତି।…