SnanPurnima

ପୁରୀ: ଆଉ ଦିନକ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ହେବ ମହାପ୍ରଭୃଙ୍କ ସ୍ନାନ ଯାତ୍ରା। ତିନିଠାକୁର ରତ୍ନ ସିଂହାସନରୁ ବାହାରି ସ୍ନାନ ମଣ୍ଡପକୁ ବିଜେ କରିବେ।…