ଆଞ୍ଚଳିକ ଅନନ୍ତପୁର ପଞ୍ଚାୟତରେ ମାସ୍କ ଓ ସାବୁନ ବଣ୍ଟନ କରି କରୋନା ସଚେତନ କରାଇଲେ ସରପଞ୍ଚ ରମେଶ ମହାନ୍ତି ଜଗତସିଂହପୁର: ମହାମାରୀ କରୋନା ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିରୋଧ କରିବା…