Categories
ଫଟୋ ଖବର

ବାରିପଦର ଜଣାଶୁଣା କଚେରୀ ବଜାରରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଲାଗୁ କରାଯାଇଛି ସାମାଜିକ ଦୂରତ୍ବ

ବାରିପଦା, ମୟୁରଭଂଜ ଜିଲ୍ଲାର ବାରିପଦାରେ ଥିବା କଚେରୀ ବଜାରରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗୁ କରାଯାଇଛି ସାମାଜିକ ଦୂରତା।