ବିଶେଷ ଖବର ଅଶ୍ଳୀଳ ନର୍ଦ୍ଦମାର ରାଜନୀତି; ଭାଇରାଲ ନାଁରେ ମହିଳା ବିରୋଧୀ ହିଂସା ଓ ଯୌନ ନିର୍ଯ୍ୟାତନାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜନୈତିକ ଦଳ କେଦାର ମିଶ୍ର ପ୍ରଥମେ ଏ ପ୍ରସଙ୍ଗରେ ଜଣେ ବନ୍ଧୁ ମୋତେ କିଛି କହିବାକୁ ଚେଷ୍ଟା କରିଥିଲେ। ଯେହେତୁ ମୁଁ ସୋସିଆଲ ମିଡିଆରେ ଫଟୋସପ ରାଜନୀତିକୁ ଜାଣେ, ଏ…