ଆଜିର ଖବର ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ଶୋଏବ ଅଖତର, କରୁଥିଲେ ‘ଅପହରଣ’ ଯୋଜନା ନୂଆଦିଲ୍ଲୀ: କ୍ରିକେଟ୍ ଏବଂ ବଲିଉଡର ଏକ ପୁରୁଣା ସମ୍ପର୍କ ରହିଛି। କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ଅନେକ ବିଦେଶୀ କ୍ରିକେଟର ମଧ୍ୟ ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି।…