ଜାତୀୟ ଖବର ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ସରକାର ଏବଂ ସିଜେପି କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ ନୂଆଦିଲ୍ଲୀ: ଦିଲ୍ଲୀରେ ଅନଶନରେ ବସିଥିବା ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରଠାରୁ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଆଦିତ୍ୟ ଠାକରେଙ୍କ ପରେ ପୂର୍ବତନ…