ଆଜିର ଖବର ସଲ୍ମାନ୍-ଦିଶାଙ୍କ ସ୍ଲୋ ମୋଶନ୍ ବଲିଉଡ୍ ସୁପରଷ୍ଟାର ସଲ୍ମାନ ଖାନ୍ ଅଭିନୀତ ଭାରତର ଟ୍ରେଲର ରିଲିଜ୍ ପରଠାରୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଛି। ଆଜି ଏହି ଚଳଚିତ୍ରର ପ୍ରଥମ ଗୀତ ‘ସ୍ଲୋ ମୋଶନ୍’…