ବିଶେଷ ଖବର ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ସାଭରକରଙ୍କ ଉପରେ ମନ୍ତବ୍ୟ: ଆଇନଗତ ନୋଟିସ ପାଇଁ ଚେତାବନୀ ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାଭରକରଙ୍କୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବିବାଦ ପୁଣି ଥରେ ଆରମ୍ଭ ହୋଇଛି। ସାଭରକରଙ୍କ ନାତିଙ୍କ ପୁଅ…