ଆଜିର ଖବର ଗୀତା ମେହେଟ୍ଟାଙ୍କ ସ୍ବାମୀଙ୍କ ପରଲୋକ: ସୋସିଆଲ ମିଡିଆରେ ନବୀନଙ୍କ ଶୋକ ପ୍ରକାଶ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ…