ଆଜିର ଖବର ସୋନପୁର-ପୁରୀ ଏକ୍ସପ୍ରେସ ନିୟମିତ ପ୍ରାରମ୍ଭିକ ଚଳାଚଳକୁ ସୋନପୁର ଷ୍ଟେସନ ଠାରେ ଭବ୍ୟ ସ୍ୱାଗତ ଭୁବନେଶ୍ଵର: ସୋନପୁର ରେଳ ଷ୍ଟେସନ ଠାରେ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ପ୍ରାରମ୍ଭିକ ଚଳାଚଳ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକମାନେ ଉଭୟ ଟ୍ରେନ ଓ ଯାତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।…