ଆଜିର ଖବର ଜମ୍ମୁ କାଶ୍ମୀରର ସୋପୋରରେ ଏନ୍କାଉଣ୍ଟର : ଜଣେ ଆତଙ୍କୀ ମୃତ ମଙ୍ଗଳବାର ସନ୍ଧ୍ୟାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା। ସୋପୋରରେ ଘଟିଥିବା ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଜମ୍ମୁ…