ଆଜିର ଖବର ଦକ୍ଷିଣ ଭାରତରେ ବିରୋଧ ପରେ ଶିକ୍ଷାନୀତି-୨୦୧୯ରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର ହିନ୍ଦି ଭାଷାକୁ ଦେଶର ସବୁଆଡେ ପ୍ରଚଳିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଧକ୍କା ପହଞ୍ଚିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଶିକ୍ଷା କରୁଥିବା…