Categories
ବିଶେଷ ଖବର ରାଜ୍ୟ ଖବର

ଏସପି ସ୍ତରରେ ବଡ ଅଦଳବଦଳ, ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ସ୍ତରରେ ଯେପରି ବଦଳି ହୋଇଛି ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି। ଏଥିରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି ହୋଇଛି।

1-ପିନାକ ମିଶ୍ର- ଡିସିପି ଭୁବନେଶ୍ବର

2-ଏମ ଏସ ସଂପଦ- ଏସପି ଭଦ୍ରକ

3-ଅନୁପମ ଜାମ- ଏସପି ଭିଜିଲାନ୍ସ

4- ରାହୁଳ ପିଆର- ଏସପି ଭିଜିଲାନ୍ସ

5-ଜଗମୋହନ ମୀନା- କଟକ ଡିସିପି

6-ଲୋଗାନାଗୀ ଦିବ୍ୟା- ଏସପି ଭିଜିଲାନ୍ସ

7-ପ୍ରତୀକ ସିଂ- ଏସପି କଟକ ଗ୍ରାମାଞ୍ଚଳ

8-ରାହୁଳ ଜୈନ- ଏସପି ଅନୁଗୁଳ

9-ସର୍ବାନା ବିବେକ- ଏସପି ବ୍ରହ୍ମପୁର

10- ବିନୀତ ଅଗ୍ରୱାଲ- ଏସପି ପୁରୀ

11- ବରୁନ ଗୁନ୍ତୁପାଲ୍ଲୀ- ଏସପି ମୟୁରଭଂଜ

12- ସାଗରିକା ନାଥ- ଏସପି ଖୋର୍ଦ୍ଧା

13- ସ୍ବାତୀ ଏସ କୁମାର- ଏସପି ରାୟଗଡା

14-  ଏସ ଶୁଶ୍ରୀ- ଏସପି ନୟାଗଡ

16- ନୀତେଶ ୱାଦ୍ଧିୱାନୀ- ଏସପି ରାଉରକେଲା

17- ରାଜ ପ୍ରସାଦ- ଏସପି ବାଲେଶ୍ବର

18- ନାଗରାଜ ଦେବକୁଣ୍ଡା- ଏସପି ବୈଦ୍ଧ

19- ଶୁଭେନ୍ଦୁ କୁମାର ପାତ୍ର- ଏସପି ଗଂଜାମ

20- ଅଭିନବ ସୁନାକର- ଏସପି ଢେଙ୍କାନାଳ

21- ରୋହିତ ବର୍ମା- ଏସପି କୋରାପୁଟ

22- ୟଶପ୍ରତାପ ଶ୍ରୀମାଲ- ଏସପି ଯାଜପୁର

23- ହରିଶ ବିସି- ଏସପି କନ୍ଧମାଳ

24- ଅନୀଲ କୁମାର ମିଶ୍ର- ଏସପି ଦେଓଗଡ

25- ରାମପ୍ରସାଦ ସାହୁ- ଏସପି ସୋନପୁର

26- ଭବାନୀ ଶଙ୍କର ଉଦଗାତା- ଏସପି ଜଗତସିଂହପୁର

27- ମିହିର ପଣ୍ଡା- ଏସପି ନବରଂଗପୁର