ଆଜିର ଖବର ପୃଥିବୀଠାରୁ କେତେ ଦୂରରେ ସୁନୀତା ୱିଲିୟମ୍ସ, ସେଠାରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ? ନୂଆଦିଲ୍ଲୀ: ସୁନୀତା ୱିଲିୟମ୍ସ ଏବଂ ମିଶନ କମାଣ୍ଡର ବୁଶ ୱିଲମୋରଙ୍କୁ ନେଇ ମହାକାଶଯାନ ଜୁନ୍ ୫ ତାରିଖରେ ଉତକ୍ଷେପଣ କରାଯାଇଥିଲା। ଯେଉଁଥିରେ ସୁନୀତା ୱିଲିୟମ୍ସ ମହାକାଶଯାନର ପାଇଲଟ୍…