ଅନ୍ତରାଷ୍ଟ୍ରୀୟ ମହାକାଶରେ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ, ସରିଆସୁଛି ଇନ୍ଧନ: ପୃଥିବୀକୁ କେମିତି ଫେରିବେ? ନୂଆଦିଲ୍ଲୀ: ଭାରତୀୟ ବଂଶଜ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ୍ ୱିଲମୋର ବର୍ତ୍ତମାନ ମହାକାଶରେ ଅଟକି ରହିଛନ୍ତି। ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ…