ଜାତୀୟ ଖବର ଦଳାଚକଟା ପରେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାଗରାଜରୁ ଚାଲିବ ୩୬୦ ଟି ସ୍ୱତନ୍ତ୍ର ଟ୍ରେନ୍ ପ୍ରୟାଗରାଜ: ମହାକୁମ୍ଭରେ ଅମୃତ ସ୍ନାନ ପୂର୍ବରୁ ଘଟିଥିବା ଦଳାଚକଟା ପରେ ଶ୍ରଦ୍ଧାଳୁଙ୍କ ହ୍ରାସ ହେବାର ସଂକେତ ଦେଖା ଯାଉ ନାହିଁ। ସଙ୍ଗମ ଠାରେ ଲୋକଙ୍କ ଭିଡ଼ ପ୍ରତ୍ୟେକ…