ଜାତୀୟ ଖବର କରୋନା ମୁକାବିଲା: ସ୍ବତନ୍ତ୍ର କେୟାର ଫଣ୍ଡକୁ 25 କୋଟି ଦାନ କଲେ ଅକ୍ଷୟ କୁମାର ମୁମ୍ବାଇ : କରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଶନିବାର ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯାଇଥିଲା। ଏହାପରେ ବଲିଉଡ୍…