ଆଜିର ଖବର ଏଣିକି ମଦ ପାଇଁ ଦେବାକୁ ପଡିବ ସ୍ବତନ୍ତ୍ର କରୋନା ଫି ନୂଆଦିଲ୍ଲୀ : ଦିଲ୍ଲୀରେ ମଙ୍ଗଳବାରଠାରୁ ମଦ ମହଙ୍ଗା ହୋଇଯିବ । କେଜରୀଓ୍ବାଲ ସରକାର ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।…