ଆଜିର ଖବର ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ପାକିସ୍ତାନ ସୁପର ଲିଗ୍ ସମାନ ସମୟରେ ଆରମ୍ଭ ହେଉଛି, ଯେଉଁଥିରେ ଅନେକ ବିଦେଶୀ ଖେଳାଳି ଅଂଶଗ୍ରହଣ କରନ୍ତି। IPL ସମସ୍ତଙ୍କର…