ଆଜିର ଖବର ଆସନ୍ତାକାଲି ଭୁବନେଶ୍ବରରେ ମୋଦୀଙ୍କ ରୋଡ ସୋ, ଯାଞ୍ଚ କଲେ ଏସପିଜି କମାଣ୍ଡୋ, ପହଞ୍ଚିଲା ସ୍ବତନ୍ତ୍ର ଗାଡି ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଗାଡି ଭୁବନେଶ୍ବରରେ ପହଞ୍ଚି ସାରିଛି। ଏଥିସହିତ ସୁରକ୍ଷା ପାଇଁ…