ଆଜିର ଖବର ସଙ୍କଟରେ ସ୍ପାଇସଜେଟ୍! ଦିନକୁ ବାତିଲ ହେଉଛି ଅଧିକାଂଶ ବିମାନ, ଏକ ସପ୍ତାହରେ ଟଙ୍କା ନ ମିଳିଲେ ବନ୍ଦ ହୋଇପାରେ ଉଡ଼ାଣ ନୂଆଦିଲ୍ଲୀ: ଆପଣ ଆଜି ସ୍ପାଇସଜେଟ୍ରେ ବିମାନ ଯାତ୍ରା କରିବାକୁ ଟିକେଟ୍ ବୁକ୍ କରିଛନ୍ତି କି? ତେବେ ବିମାନବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ନିଜ ବିମାନର ସ୍ଥିତି ନିଶ୍ଚିତ…