ଆଜିର ଖବର ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍ପି ସାହାରପଡ଼ା: କେନ୍ଦୁଝର ଜିଲ୍ଲାରେ ବଢୁଥିବା ଅପରାଧ ମଧ୍ୟରେ ପୁଲିସ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ସାହାରପଡ଼ା ଫାଣ୍ଡି ପରିଦର୍ଶନ କରିଥିବା…