ଆଜିର ଖବର ଆଜି ଏଲିମିନେଟରରେ SRH ଏବଂ RR ମୁହାଁମୁହିଁ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଓ ପିଚ୍ ରିପୋର୍ଟ ନୂଆଦିଲ୍ଲୀ: ଆଜି ୨୦୨୬ ଆଇପିଏଲର ଏଲିମିନେଟର ମ୍ୟାଚ୍। ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ପରସ୍ପର ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯିବ।…