ଆଜିର ଖବର ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା ଘଟି ୯ ଭକ୍ତଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଦୁଃଖ ପ୍ରକାଶ ନୂଆଦିଲ୍ଲୀ: ଏକାଦଶୀ ଅବସରରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକ ବଡ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା…