ଜାତୀୟ ଖବର ଆଜି ମହାକାଶକୁ କ୍ଷୁଦ୍ର ସାଟେଲାଇଟ ଯାନ SSLV-D1କୁ ପ୍ରେରଣ କଲା ଇସ୍ରୋ ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଏହାର କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ମହାକାଶକୁ ପ୍ରେରଣ କରିଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରେ…