ଜାତୀୟ ଖବର ପୁରୀ ଶରଧାବାଲିରେ ଦଳଚକଟା ଏବଂ ୩ ଭକ୍ତଙ୍କ ମୃତ୍ୟୁକୁ ନେଇ ତୀବ୍ର ନିନ୍ଦା କଲେ ନବୀନ ଭୁବନେଶ୍ବର: ପୁରୀ ଶରଧାବାଲିରେ ଘଟିଯାଇଥିବା ଦଳଚକଟା ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନିଜ ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି…