ଆଜିର ଖବର କୋଇଲା ମନ୍ତ୍ରଣାଳୟର ଷ୍ଟାର ରେଟିଂ ପୁରସ୍କାରରେ MCL ର ବଡ଼ ସଫଳତା ଭୁବନେଶ୍ଵର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) କୋଇଲ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ‘ଷ୍ଟାର ରେଟିଙ୍ଗ’ ପୁରସ୍କାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୩–୨୪ ଅର୍ଥବର୍ଷ…