ଆଜିର ଖବର ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ସିରିଜ: ବର୍ଷା ହେତୁ ପୁଣି ମ୍ୟାଚ ବାଧାପ୍ରାପ୍ତ ନୂଆଦିଲ୍ଲୀ: ବ୍ରିସବେନରେ ବାରମ୍ବାର ବର୍ଷା ହେଉଛି। ବର୍ଷା ହେତୁ ଆଜି ଷଷ୍ଠ ଥର ପାଇଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଭାରତ ମାତ୍ର ୪୮ ରନ୍ ରେ ଚାରିଟି…