ଆଜିର ଖବର କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ? ଗ୍ରୀଷ୍ମ ଋତୁରେ, ଅନେକ ଲୋକେ ହଠାତ୍ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବାନ୍ତି, ଡାଇରିଆ ଏବଂ ପେଟ ଦରଜ ପରି ସମସ୍ୟା ସମ୍ମୁଖୀନ ହୋଇଥାଉ ।…