ଜାତୀୟ ଖବର ମହଙ୍ଗା ପଡ଼ିଲା ନେତାଜୀଙ୍କ ଉପରେ ମନ୍ତବ୍ୟ: ବିଜେପି ସାଂସଦଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ଫେବୃଆରୀ ୨୧ ତାରିଖ ୨୦୨୬ରେ ବିଜେପି ରାଜ୍ୟସଭା ସାଂସଦ ନଗେନ୍ଦ୍ର ରାୟ ଓରଫ ଅନନ୍ତ ମହାରାଜଙ୍କୁ ପ୍ରଦାନ କରାଯାଇଥିବା ବଙ୍ଗ ବିଭୂଷଣ ପୁରସ୍କାର ପ୍ରତ୍ୟାହାର କରିନିଆଯାଇଛି।…