ଆଜିର ଖବର 14 ବର୍ଷ ଜେଲ୍ରେ ରହି ବନିଲେ ଡାକ୍ତର ବେଙ୍ଗାଲୁରୁ : 14 ବର୍ଷ ଜେଲ୍ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର…