ଆଜିର ଖବର ଦଳରୁ ଇସ୍ତଫା ଦେଲେ ପି. ସୁଧାକର ରେଡ୍ଡି, କଂଗ୍ରେସରେ ପଇସା ବଦଳରେ ଟିକେଟ ମିଳୁଛି ବୋଲି ଅଭିଯୋଗ କଲେ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍କା ଲାଗିଛି। ୧୦ ଏମଏଲ୍ଏ ଟିଆରଏସ୍ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ…