ଆଜିର ଖବର ବିହାର ଶିଶୁ ମୃତ୍ୟୁ ରୋକିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ କଲେ ସଚେତନତା ସମୀକ୍ଷା ବ୍ୟୁରୋ ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଉଦବେଗ ଜନକ ଭାବେ ବଢିବାରେ ଲାଗିଛି। ଜାପାନୀ ଜ୍ଵର ଦ୍ବାରା ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ…