ଆଜିର ଖବର ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର ନୂଆଦିଲ୍ଲୀ: ପାର୍ବଣ ଋତୁ ଦୁର୍ଗାପୂଜା ଏବଂ ଦୀପାବଳି ଭଳି ପର୍ବଗୁଡ଼ିକରେ ମିଠାର ପ୍ରବଳ ଚାହିଦା ରହିବ, ଯାହା ଚିନିର ଚାହିଦା ମଧ୍ୟ ବୃଦ୍ଧି କରିବ। ଏହାକୁ ଦୃଷ୍ଟିରେ…