ଆଜିର ଖବର ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସିଆରପିଏଫ୍ ଏବଂ ଜିଲ୍ଲା ପୋଲିସ ଏକ ନକ୍ସଲ ଅସ୍ତ୍ରଶସ୍ତ୍ର…