ଆଜିର ଖବର ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍କୁ ବୋମାମାଡ ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଏବଂ ବୋମାମାଡ ହୋଇଥିବା ବେଳେ ଏବେ ଯାଜପୁରରେ ସମାନ ଜିନିଷ ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ହିଂସାରେ ଯାଜପୁରର ସୁକିନ୍ଦାରେ ଜଣେ…