ଆଜିର ଖବର ସ୍ବାଧୀନ ଭାବେ ଲଢିବେ ଅଭିନେତ୍ରୀ ସୁମାଲତା, ବିଜେପି ଦେବ ସମର୍ଥନ କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନ ପାଇଁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ଅଭିନେତ୍ରୀ ସୁମାଲତା। ତେବେ ସୁମଲତାଙ୍କୁ ବିଜେପି ସମର୍ଥନ କରିବ ବୋଲି ଘୋଷଣା କରିଛି। ସୁମାଲତା…