ଅନ୍ତରାଷ୍ଟ୍ରୀୟ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଲେ ସୁମିତ ଅନ୍ତିଲ, ପାରାଲିମ୍ପିକ୍ ରେକର୍ଡ ଭାଙ୍ଗି ସୃଷ୍ଟି କଲେ ଇତିହାସ ନୂଆଦିଲ୍ଲୀ: ସୁମିତ ଅନ୍ତିଲ ପ୍ୟାରିସ ପାରାଲିମ୍ପିକ୍ସ 2024 ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ F64 ବର୍ଗରେ 70.59 ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି…