ଆଜିର ଖବର ଜାତିଗତ ସର୍ଭେକୁ ନେଇ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବ ଆରଏସଏସ, ମାର୍ଚ୍ଚରେ ଆସିପାରେ ପ୍ରସ୍ତାବ ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ…