ଆଜିର ଖବର ବିଜେପିରୁ ନିଲମ୍ବନ ହେଲେ ଭୁବନେଶ୍ବର ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ ଏବଂ ଆଉ ଛଅ ଜଣ ଭୁବନେଶ୍ବର: ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଲୋଚନା…