Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଅଙ୍କିତା ଲୋଖଣ୍ଡେଙ୍କ ସମର୍ଥନରେ ଆସିଲେ ସନ୍ନି ଲିଓନ୍: ପୋଷ୍ଟ ସେୟାର କରି କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବିଗ୍ ବସ୍ ଘରେ ପ୍ରତିଦିନ କିଛି ନା କିଛି ଘଟୁଛି। ଯେଉଁଥିପାଇଁ ଏହା ସର୍ବଦା ହେଡଲାଇନ ହୋଇ ରହିଥାଏ। ବିଗ୍ ବସ୍ ର ଫାଇନାଲ୍ ବର୍ତ୍ତମାନ କିଛି ଦିନ ବାକି ଅଛି। ଏହି ସମୟରେ ସମସ୍ତେ ଶ୍ରେଷ୍ଠ ୩ ରେ ନିଜର ସ୍ଥାନ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଅନେକ ସେଲିବ୍ରେଟ୍ ସୋସିଆଲ ମିଡିଆରେ ପ୍ରତିଯୋଗୀଙ୍କୁ ସମର୍ଥନ କରୁଛନ୍ତି। ଅନେକ ସେଲିବ୍ରେଟ୍ ଅଙ୍କିତା ଲୋଖଣ୍ଡେଙ୍କ ସମର୍ଥନରେ ଆସିଛନ୍ତି ଏବଂ ଅନେକ ମଧ୍ୟ ତାଙ୍କୁ ଟ୍ରୋଲ କରୁଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଅଙ୍କିତା ଲୋଖଣ୍ଡେଙ୍କୁ ସମର୍ଥନ କରିଛନ୍ତି। ସେ ଅଙ୍କିତାଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

ଅଙ୍କିତା ଜିତିବା ପାଇଁ ପ୍ରଶଂସକମାନେ ବହୁତ ଭୋଟ୍ ଦେଉଛନ୍ତି। ଅନେକ ସେଲିବ୍ରେଟ୍ ଏହା ମଧ୍ୟ କହିଛନ୍ତି ଯେ, ଅଙ୍କିତା ଏହି ସୋ ଜିତିବା ଉଚିତ୍। ବର୍ତ୍ତମାନ ସନ୍ନି ଲିଓନି ସମର୍ଥନ କରିଛନ୍ତି।

ସନ୍ନି ଲିଓନ୍ ପୋଷ୍ଟ କରିଛନ୍ତି:

ଅଙ୍କିତାଙ୍କ ସମର୍ଥନରେ ସନ୍ନି ଲିଓନ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି- ବିଗ୍ ବସ୍ ୧୭ ଫାଇନାଲ୍ ପାଇଁ ଅଲ ଦ ବେଷ୍ଟ ଅଙ୍କିତା ଲୋଖଣ୍ଡେ। ମୁଁ ତୁମ ସହିତ ଛିଡା ହୋଇଛି। ଏକ ଚୁମ୍ବନ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି:

ସନ୍ନି ଲିଓନଙ୍କ ପୋଷ୍ଟରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି- ହଁ, ବିଜେତା ଅଙ୍କିତା ଲୋଖଣ୍ଡେ। ଅନ୍ୟ ଜଣେ ଲେଖିଛନ୍ତି- ପ୍ରିୟ ସନ୍ନି ଲିଓନଙ୍କୁ ଧନ୍ୟବାଦ। ଆମେ ତାଙ୍କୁ ସମର୍ଥନ କରୁଛୁ। ଆମ ସହିତ ଯୋଗଦାନ କରିଥିବାରୁ ଧନ୍ୟବାଦ।

ପ୍ରକାଶ ଯୋଗ୍ୟ ଯେ, ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ପ୍ରତ୍ୟେକ ଏପିସୋଡରେ ଝଗଡା କରୁଥିବା ଦେଖାଯାଉଛନ୍ତି। ବର୍ତ୍ତମାନ ଉଭୟେ ପ୍ରତିଦିନ ଝଗଡା କରୁଥିବା ଦେଖିବା ପରେ ଦର୍ଶକମାନେ ମଧ୍ୟ ବିରକ୍ତ ହୋଇଯାଇଛନ୍ତି। ପ୍ରତିଦିନ କିଛି ପ୍ରସଙ୍ଗରେ ଝଗଡା ହେତୁ ସେମାନଙ୍କ ସମ୍ପର୍କ ମଧ୍ୟ ଖରାପ ହେବାରେ ଲାଗିଛି। ଶୋ ବାହାରେ ସମସ୍ତଙ୍କୁ ଏହା ଦୃଶ୍ୟମାନ ହୁଏ।

Categories
ଫଟୋ ଖବର

ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସନ୍ନି ଲିଓନି

Categories
ଫଟୋ ଖବର

ମୁମ୍ବାଇର ଜୁହୁରେ ଅଭିନେତ୍ରୀ ସନ୍ନି ଲିଓନି

Mumbai: Actress Sunny Leone spotted at Juhu in Mumbai on Feb 25, 2020. (Photo: IANS)

Categories
ଭିଡ଼ିଓ

Sunny Leone urges fans to boycott leather products

Categories
ଭିଡ଼ିଓ

Sunny Leone reveals her V Day plans

Categories
ଫଟୋ ଖବର

ଲାକ୍‌ମେ ଫ୍ୟାଶନ୍‌ ଓ୍ବିକ୍‌ରେ ସ୍ବପ୍ନିଲ ସିନ୍ଦେଙ୍କ ଡିଜାଇନ୍‌ରେ ସନ୍ନି ଲିଓନି

Mumbai: Actress Sunny Leone showcases the creation of fashion designer Swapnil Shinde on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)

Categories
ଭିଡ଼ିଓ

Sunny Leone wishes to get a Hi message from Mr Narendra Modi

Categories
ଫଟୋ ଖବର

ଦୁଇ ପୁଅ ଆସର ସିଂ ଓ୍ବେବର ଏବଂ ନୋଆ ସିଂ ଓ୍ବେବରଙ୍କ ସହିତ ଅଭିନେତ୍ରୀ ସନ୍ନି ଲିଓନି

Mumbai: Actress Sunny Leone seen with her sons Asher Singh Weber and Noah Singh Weber at Juhu in Mumbai on Jan 23, 2020. (Photo: IANS)

Categories
ଭିଡ଼ିଓ

Sunny Leone breaks her silence on JNU violence || ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଲେ ସନି |

Categories
ଭିଡ଼ିଓ

Sunny Leone Dont quiet about workplace harassment.| କାର୍ଯ୍ୟକ୍ଷେତ୍ର ନିର୍ଯ୍ୟାତନାରେ ଚୁପ ରୁହନ୍ତୁ ନାହିଁ

Categories
ଫଟୋ ଖବର

ମୁମ୍ବାଇରେ ଦବଙ୍ଗ-3ର ପ୍ରମୋଶନ ଅବସରରେ ଅଭିନେତ୍ରୀ ସନ୍ନି ଲିଓନି

Mumbai: Actress Sunny Leone at the screening of the upcoming film “Dabangg 3” in Mumbai on Dec 19, 2019. (Photo: IANS)

Categories
ଫଟୋ ଖବର

ବନିତା ଓମଙ୍ଗ କୁମାରଙ୍କ ସର୍ଟ ଫିଲ୍ମ ‘ଏଭେ ମାରିଆ’ର ପ୍ରମୋଶନରେ ସନ୍ନି ଲିଓନି

Mumbai: Actress Sunny Leone at the screening of filmmaker Omung Kumar’s wife Vanita Omung Kumar’s short film “Ave Maria” with which she makes her debut as a director, in Mumbai on Dec 16, 2019. (Photo: IANS)

Categories
ଫଟୋ ଖବର

ରାଗିଣୀ ଏମ୍‌ଏମ୍‌ଏସ୍‌ ଟ୍ରେଲର ଲଞ୍ଚ ଅବସରରେ ଏକତା କପୁର ଏବଂ ସନ୍ନି ଲିଓନି

Mumbai: Actress Sunny Leone and filmmaker Ekta Kapoor at the trailer launch of film “Ragini MMS: Returns”, in Mumbai on Dec 12, 2019. (Photo: IANS)