ଆଜିର ଖବର ଗୁରୁଦାସପୁର ଲୋକସଭା ଆସନ ପାଇଁ ପ୍ରାଥିପତ୍ର ଦାଖଲ କଲେ ସନି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ସନି ଦେଓଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ବବି…