ଆଜିର ଖବର ବନ୍ଧୁକ ଧରି ସ୍କୁଲକୁ ଆସିଲା ୬ ବର୍ଷର ବାଳକ: ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ମାରିଲା ଗୁଳି ନୂଆଦିଲ୍ଲୀ: ଆଜି ସକାଳେ ବିହାରର ସୁପୌଲରେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଅନ୍ୟ ଜଣେ ବାଳକ ଗୁଳି ଚଳାଇଥିଲା। ତ୍ରିବେଣୀଗଞ୍ଜର ଲାଲପଟ୍ଟିରେ ଅବସ୍ଥିତ ଏକ ଘରୋଇ…