ଆଜିର ଖବର ଓ୍ବେଲିଙ୍ଗଟନ୍ ଟି20 : ସୁପର ଓଭର ବିଜୟ ସହିତ 4-0ରେ ଅଗ୍ରଣୀ ଭାରତ ଓ୍ବେଲିଙ୍ଗଟନ୍ : ଚୋକର୍ ଆଖ୍ୟାକୁ ସଠିକ୍ ପ୍ରମାଣିତ କରିଛି ନ୍ୟୁଜିଲ୍ୟାଣ୍ଡ । ସୁମଦାୟ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିବା ନ୍ୟୁଜିଲ୍ୟାଣ୍ଡ ପୁନର୍ବାର ଅନ୍ତିମ ଓଭର ଚାପ ଆଗରେ ହାର…