ଜାତୀୟ ଖବର ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ ନୂଆଦିଲ୍ଲୀ: ଆଜି ଚୈତ୍ର ନବରାତ୍ରିର ନବମ ଦିନରେ ରାମ ନବମୀ ଅବସରରେ ସାରା ଦେଶରେ ରାମ ଜନ୍ମୋତ୍ସବ ପାଳିତ ହେଉଛି। ଅଯୋଧ୍ୟାର ରାମନଗରୀରେ ମଧ୍ୟ ଏକ ଅନନ୍ୟ…