ଜାତୀୟ ଖବର ଘୃଣା ବିରୁଦ୍ଧରେ ନିଜର ଭୋଟ୍ ଦେଲେ ଏହି ପ୍ରସିଦ୍ଧ ଅଭିନେତା!: କହିଲେ ଏହି ବଡ କଥା ମୁମ୍ବାଇ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ପଞ୍ଚମ ପର୍ଯ୍ୟାୟରେ ଆଠଟି ରାଜ୍ୟର ୪୯ ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ସେଥିମଧ୍ୟରୁ ମହାରାଷ୍ଟ୍ରର…