ଆଜିର ଖବର ବିହାରର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀଙ୍କର ଦେହାନ୍ତ, କର୍କଟ ରୋଗରେ ହେଉଥିଲେ ଚିକିତ୍ସିତ ନୂଆଦିଲ୍ଲୀ: ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ଦିଲ୍ଲୀର AIIMS ରେ ଶେଷ…