ଆଜିର ଖବର କର୍କଟ ରୋଗରେ ସଂଗ୍ରାମ କରୁଛନ୍ତି ସୁଶୀଲ କୁମାର ମୋଦୀ, ନିର୍ବାଚନରୁ ଦୂରେଇ ରହିବାକୁ ଦେଲେ ସଂକେତ ନୂଆଦିଲ୍ଲୀ: ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଯେ, ସେ ଏଥର ଲୋକସଭା…